Family unrecorded

Kurala Panchami

India

କୁରାଳ ପଞ୍ଚମୀ (ଓଢ଼ଣ ଷଷ୍ଠୀ ପର୍ବ ନାମରେ ମଧ୍ୟ ଜଣା) ଏକ ହିନ୍ଦୁ ପର୍ବ । କୁରାଳ ପଞ୍ଚମୀ କୁମ୍ଭାରମାନେ ପାଳନ କରିଥାଆନ୍ତି । ମାର୍ଗଶିର ମାସ ପଞ୍ଚମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମ୍ଭାରମାନେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥାଆନ୍ତି । ପୂଜା ପାଞ୍ଚଦିନ ଧରି ଚାଲେ ।

No licensed photograph yet
Four in five rooms open without one. Add a photograph with a declared licence and your credit sits under it, permanently.
Archival typographic plate · seeded for Kurala Panchami+ Add licensed photo →
Understand in 30 Seconds · In Plain Words

Quick guide to Kurala Panchami

Sourced or Silent · CC BY-SA 4.0

କୁରାଳ ପଞ୍ଚମୀ (ଓଢ଼ଣ ଷଷ୍ଠୀ ପର୍ବ ନାମରେ ମଧ୍ୟ ଜଣା) ଏକ ହିନ୍ଦୁ ପର୍ବ ।

01 · What it is
Living Tradition

Documented cultural tradition on record; family classification awaits an editor.

02 · Where & name
India

Placed on record in India.

03 · How it is doing
□□□□ (Not yet assessed)

Documented in open cultural records, but no cited field assessment of its current vitality has been added here yet.

04 · Proof & reuse
2 cited sources

Every claim links to a public record below. Free to quote, teach, and share under CC BY-SA 4.0.

Chapter Takeaways
କିମ୍ବଦନ୍ତୀକିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ବନବାସ କାଳରେ କୁମ୍ଭାରଶାଳରେ ଆଶ୍ରୟ ନେଇଥିଲେ ।
Common Questions Answered on Record
What is Kurala Panchami in plain words?

କୁରାଳ ପଞ୍ଚମୀ (ଓଢ଼ଣ ଷଷ୍ଠୀ ପର୍ବ ନାମରେ ମଧ୍ୟ ଜଣା) ଏକ ହିନ୍ଦୁ ପର୍ବ ।

Where is Kurala Panchami practised or documented?

Sources on this page place Kurala Panchami in India.

What is the current condition of Kurala Panchami today?

□□□□ (Not yet assessed): Documented in open cultural records, but no cited field assessment of its current vitality has been added here yet.

How do I cite or share this Kurala Panchami entry?

Cite as: "Kurala Panchami." folkroom, https://folkroom.org/art-forms/kurala-panchami, text CC BY-SA, with attribution.

Share or cite this roomNo tracking · CC BY-SA 4.0
WhatsAppXLinkedInRedditFacebook

The tradition & historical record

1 min read · 2 sources

କୁରାଳ ପଞ୍ଚମୀ (ଓଢ଼ଣ ଷଷ୍ଠୀ ପର୍ବ ନାମରେ ମଧ୍ୟ ଜଣା) ଏକ ହିନ୍ଦୁ ପର୍ବ । କୁରାଳ ପଞ୍ଚମୀ କୁମ୍ଭାରମାନେ ପାଳନ କରିଥାଆନ୍ତି । ମାର୍ଗଶିର ମାସ ପଞ୍ଚମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମ୍ଭାରମାନେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥାଆନ୍ତି । ପୂଜା ପାଞ୍ଚଦିନ ଧରି ଚାଲେ । ଏହି ପୂଜା ପଣ୍ଡୁ ପୂର୍ଣ୍ଣିମାରେ ପଣ୍ଡୁଓଷା ନାମରେ ପାଳନ କରାଯାଏ । 1

କିମ୍ବଦନ୍ତୀ

କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ବନବାସ କାଳରେ କୁମ୍ଭାରଶାଳରେ ଆଶ୍ରୟ ନେଇଥିଲେ । କୌରବମାନେ ଜଉଘରେ ପାଣ୍ଡବମାନଙ୍କୁ ପୋଡ଼ିଦେବାକୁ ଉଦ୍ୟମ କରିଥିଲେ । ଜଉଘରର ଏକ ଗୁପ୍ତ ସୁଡ଼ଙ୍ଗ ଥିବା ବିଷୟରେ ବିଦୂର ଶ୍ରୀକୃଷ୍ଣଙ୍କୁ କହିଥିଲେ । ଶ୍ରୀକୃଷ୍ଣ ସେହି ଗୁପ୍ତ ସୁଡ଼ଙ୍ଗର ସୂଚନା ପାଣ୍ଡବମାନଙ୍କୁ ଦେଇଥିଲେ । ଉକ୍ତ ସୁଡ଼ଙ୍ଗ ଦେଇ ପାଣ୍ଡବମାନେ ଆସି କୁମ୍ଭାରଶାଳରେ ଆଶ୍ରୟ ନେଇଥିଲେ, ଯାହାକି ଦ୍ରୁପଦ ରାଜ୍ୟରେ ଅବସ୍ଥିତ । ଅର୍ଜୁନ ମାଛ ଆଖିକୁ ଲାକ୍ଷ ବିନ୍ଧି ଦୌପଦୀଙ୍କୁ ପଞ୍ଚମୀ ଦିନ ବିବାହ କରି କୁମ୍ଭାରଶାଳକୁ ଆସି ହସ୍ତିନା ଫେରିଥିଲେ । 1

The text above is adapted from the Wikipedia article “କୁରାଳ ପଞ୍ଚମୀ”, available under the Creative Commons Attribution-ShareAlike 4.0 licence. 1

Kurala Panchami is Hindu festival, according to the structured record cited below. This entry was generated automatically from that record and has not yet been reviewed by a person familiar with the tradition. 2

No recording linked yet — know one? Point at it →
Sourced or Silent · Still Open

Questions awaiting a cited source

+ Answer with a source →
How many people perform it today?
When is it first attested, and by whom?
What does it look like? No licensed photograph yet.