Family unrecorded

Maipi Mela

India

ମାଇପି ମେଳା, ଚୈତ୍ରମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ନରିଶୋ-ଛିଟିକଣା ମୌଜାର ବନବିହାରୀଙ୍କ ପୀଠରେ ଅନୁଷ୍ଠିତ ହୋଇଥାଏ ।

No licensed photograph yet
Four in five rooms open without one. Add a photograph with a declared licence and your credit sits under it, permanently.
Archival typographic plate · seeded for Maipi Mela+ Add licensed photo →
Understand in 30 Seconds · In Plain Words

Quick guide to Maipi Mela

Sourced or Silent · CC BY-SA 4.0

ମାଇପି ମେଳା, ଚୈତ୍ରମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ନରିଶୋ-ଛିଟିକଣା ମୌଜାର ବନବିହାରୀଙ୍କ ପୀଠରେ ଅନୁଷ୍ଠିତ ହୋଇଥାଏ ।

01 · What it is
Living Tradition

Documented cultural tradition on record; family classification awaits an editor.

02 · Where & name
India

Placed on record in India.

03 · How it is doing
□□□□ (Not yet assessed)

Documented in open cultural records, but no cited field assessment of its current vitality has been added here yet.

04 · Proof & reuse
1 cited source

Every claim links to a public record below. Free to quote, teach, and share under CC BY-SA 4.0.

Common Questions Answered on Record
What is Maipi Mela in plain words?

ମାଇପି ମେଳା, ଚୈତ୍ରମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ନରିଶୋ-ଛିଟିକଣା ମୌଜାର ବନବିହାରୀଙ୍କ ପୀଠରେ ଅନୁଷ୍ଠିତ ହୋଇଥାଏ ।

Where is Maipi Mela practised or documented?

Sources on this page place Maipi Mela in India.

What is the current condition of Maipi Mela today?

□□□□ (Not yet assessed): Documented in open cultural records, but no cited field assessment of its current vitality has been added here yet.

How do I cite or share this Maipi Mela entry?

Cite as: "Maipi Mela." folkroom, https://folkroom.org/art-forms/maipi-mela, text CC BY-SA, with attribution.

Share or cite this roomNo tracking · CC BY-SA 4.0
WhatsAppXLinkedInRedditFacebook

The tradition & historical record

1 min read · 1 source

ମାଇପି ମେଳା, ଚୈତ୍ରମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ନରିଶୋ-ଛିଟିକଣା ମୌଜାର ବନବିହାରୀଙ୍କ ପୀଠରେ ଅନୁଷ୍ଠିତ ହୋଇଥାଏ । ବର୍ଷ ବର୍ଷଧରି ସନ୍ତାନପ୍ରାପ୍ତି ଓ ମାନସିକପୁରଣ ଆଶାରେ ଏଠାରେ ବହୁ ସଂଖ୍ୟକ ମହିଳାଙ୍କ ସମାଗମ ହେଉଥିବାର, ମେଳାର ଏପରି ନାମକରଣ ହୋଇଛି । ଏକ ଅଚିହ୍ନା ଗଛ, ଶଗଡ଼ ବାଟୁଆ ଓ କଣ୍ଟାକୋଳି ଲଟାକୁ ବହବିହାରୀଙ୍କ ରୂପରେ ପୂଜା କରାଯାଏ । ପୂଜାରେ ମହିଳାମାନେ ହିଁ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ପୂଜା ପୂର୍ବଦିନ ରାତିରୁ ଶ୍ରଦ୍ଧାଳୁମାନେ ଆସି ବନବିହାରୀଙ୍କ ପାଖରେ ଅଧିଆ ପଡିଥାନ୍ତି । ରାତିଅଧରୁ ଗାଧୁଆପାଧୁଆ ସାରି, ନୂଆ ଲୁଗାପିନ୍ଧି ନଡ଼ିଆ ଓ ଗୁଆ ମୁଣ୍ଡରେ ରଖି ଶ୍ରଦ୍ଧାଳୁମାନେ ମାନସିକ କରିଥାନ୍ତି । ପୂଜାଦିନ ଦ୍ୱିପହର ବେଳକୁ ପୂଜକ ମାନସିକଧାରୀଙ୍କୁ ଜଳ ଓ ତୁଳସୀଦେଇ ଅଧିଆରୁ ଉଠାଇଥାନ୍ତି । ଦିନସାରା ଶ୍ରଦ୍ଧାଳୁମାନେ ଉପବାସକରି, ଠାକୁରଙ୍କୁ ଚୁଡ଼ାଘଷା ଭୋଗ ଓ ପତାକା ଦାନ କଲାପରେ ଅନ୍ନଜଳ ସ୍ପର୍ଶ କରନ୍ତି । ଗବେଷକମାନଙ୍କ ମତରେ ଗଛକୁ ପୂଜା କରିବାର ଏହି ପରମ୍ପରା ୧୮୨୭ମସିହାରୁ ଆରମ୍ଭ ହୋଇଥିଲା । ମେଳାଟି ତିନିଦିନ ଧରି ଚାଲେ ।

The text above is adapted from the Wikipedia article “ମାଇପି ମେଳା”, available under the Creative Commons Attribution-ShareAlike 4.0 licence.

Maipi Mela is Odia festival, according to the structured record cited below. This entry was generated automatically from that record and has not yet been reviewed by a person familiar with the tradition. 1

No recording linked yet — know one? Point at it →
Sources on Record
Sourced or Silent · Still Open

Questions awaiting a cited source

+ Answer with a source →
How many people perform it today?
When is it first attested, and by whom?
What does it look like? No licensed photograph yet.
Is there a second, independent source?