Archival Room Dossier 3 min read · 2 sources
Condition
Not yet sourced Still being documented No source on file assesses this tradition's condition yet. Sourcing Depth
Thinly sourced This page cites 1–4 sources — a start, not yet independent confirmation. Primary Geography Unknown
First Attested Unknown
Practitioners Awaiting cited count
Steward Desk Editorial & Ethnographic Desk
Connected Index & Room Ledger
"ରାବଣଛାୟା." folkroom, https://folkroom.org/art-forms/q31801402, text CC BY-SA, with attribution. Copy cite BibTeX
In this room Dossier Quick Guide Historical Record Sources 2 Atlas & Kin Global Parallels 3 Open Questions 3
Understand in 30 Seconds · In Plain Words
Quick guide to ରାବଣଛାୟା Sourced or Silent · CC BY-SA 4.0 ଓଡ଼ିଶାରେ ପ୍ରଚଳିତ ଛାୟା ନାଟକ ହିଁ ରାବଣ ଛାୟା ଭାବରେ ପରିଚିତ ।
01 · What it is
Living Tradition Documented cultural tradition on record; family classification awaits an editor.
02 · Where & name
Geography awaiting source Add a cited source naming the region or community that carries it.
03 · How it is doing
□□□□ (Not yet assessed) Documented in open cultural records, but no cited field assessment of its current vitality has been added here yet.
04 · Proof & reuse
2 cited sources Every claim links to a public record below. Free to quote, teach, and share under CC BY-SA 4.0.
Chapter Takeaways
ବ୍ୟବହୃତ ସାମଗ୍ରୀ ରାବଣ ଛାୟାରେ ପ୍ରଦର୍ଶିତ ପୁତ୍ତଳିକାଗୁଡିକ ହରିଣ କିମ୍ବା ସମ୍ବର ଚମଡାରେ ନିର୍ମିତ ।
ମଞ୍ଚ ପ୍ରସ୍ତୁତି ଏହି ନାଟକ ପ୍ରଦର୍ଶନ ପାଇଁ ଏକ ଆୟତ ଘନାକାର ମଞ୍ଚ ପ୍ରସ୍ତୁତ କରାଯାଏ ।
ନାଟକ ପ୍ରଦର୍ଶନ ପରିଚାଳନା କଣ୍ଢେଇ ସଞ୍ଚାଳକ କଣ୍ଢେଇକୁ ଲାଗିଥିବା କାଠିକୁ ଧରି ପରଦା ଉପରେ ସାମାନ୍ୟ ଚାପ ଦେଇ କଣ୍ଢେଇଗୁଡିକୁ ଆଲୋକ ସମ୍ମୁଖରେ ସଞ୍ଚାଳନ କରନ୍ତି ।
Common Questions Answered on Record
What is ରାବଣଛାୟା and what does it mean? ଓଡ଼ିଶାରେ ପ୍ରଚଳିତ ଛାୟା ନାଟକ ହିଁ ରାବଣ ଛାୟା ଭାବରେ ପରିଚିତ । Documented cultural tradition on record; family classification awaits an editor.
Where did ରାବଣଛାୟା originate and where is it practised? No verified geographic place has been linked on record yet — editors can add a cited place from the edit page.
Is ରାବଣଛାୟା still practised today and what is its cultural significance? □□□□ (Not yet assessed): Documented in open cultural records, but no cited field assessment of its current vitality has been added here yet. ରାବଣ ଛାୟାରେ ପ୍ରଦର୍ଶିତ ପୁତ୍ତଳିକାଗୁଡିକ ହରିଣ କିମ୍ବା ସମ୍ବର ଚମଡାରେ ନିର୍ମିତ ।
How do I cite or reference ରାବଣଛାୟା in research and Wikipedia? Cite as: "ରାବଣଛାୟା." folkroom, https://folkroom.org/art-forms/q31801402, text CC BY-SA, with attribution.
Share or cite this room No tracking · CC BY-SA 4.0
ରାବଣଛାୟା — folkroom Archival Dossier Canonical URI: https://folkroom.org/art-forms/q31801402 Scan QR code for primary sources, interactive World Atlas coordinates, and CC BY-SA 4.0 citation files (.bib / .ris).
The tradition & historical record 3 min read · 2 sources ଓଡ଼ିଶାରେ ପ୍ରଚଳିତ ଛାୟା ନାଟକ ହିଁ ରାବଣ ଛାୟା ଭାବରେ ପରିଚିତ । ରାମାୟଣର କଥାବସ୍ତୁ ଓ ନାଟକରେ ରାବଣ ମୁଖ୍ୟ ଭୂମିକା ନେଉଥିବାରୁ ଆଉମଧ୍ୟ 'ଛାୟା' ଶବ୍ଦଟି ଆମ ଚଳଣିରେ ଅଶୁଭଦାୟକ ହୋଇଥିବାରୁ ଏହି ଛାୟା ନାଟକର ନାମକୁ 'ରାବଣ ଛାୟା' ରଖାଯାଇଛି । ଓଡ଼ିଶାର ବିରଳ ଲୋକକଳା ପରମ୍ପରାରେ ଏହା ସ୍ୱତନ୍ତ୍ର ସ୍ଥାନ ନେଇଛି । ଆମ ଦେଶ ଭାରତରେ ମଧ୍ୟ ଛାୟା ନାଟକର ପରମ୍ପରା ଅତି ପ୍ରାଚୀନ । ମହାଭାରତ ସମୟରୁ ଏହାର ପ୍ରଚଳନର ପ୍ରମାଣ ମିଳେ । ଗବେଷକମାନେ ମତ ଦିଅନ୍ତି ଯେ, ରାବଣ ଦେବୀ ସୀତାଙ୍କୁ ପୁଷ୍ପକ ବିମାନରେ ସମୁଦ୍ର ଉପର ଦେଇ ହରଣ କରିନେଉଥିବା ବେଳେ ସୀତା ରାବଣର ଛାୟାକୁ ସମୁଦ୍ରଜଳରେ ଦେଖି ତାଙ୍କର ଭବିଷ୍ୟତ କିଭଳି ଦୁଃଖମୟ ହେବାକୁ ଯାଉଛି ତାହାର ସୂଚନା ପାଇଥିଲେ । ରାବଣର ଛାୟା ଦେବୀ ସୀତାଙ୍କ ଜୀବନକୁ ପ୍ରଭାବିତ କରିଥିବାରୁ ଏହି ଲୋକକଳାକୁ 'ରାବଣ ଛାୟା' ନାମରେ ନାମିତ କରାଯାଇଛି । 1
ବ୍ୟବହୃତ ସାମଗ୍ରୀ ରାବଣ ଛାୟାରେ ପ୍ରଦର୍ଶିତ ପୁତ୍ତଳିକାଗୁଡିକ ହରିଣ କିମ୍ବା ସମ୍ବର ଚମଡାରେ ନିର୍ମିତ । ପ୍ରଥମେ ଚମଡାକୁ ସମତଳ ଚଟାଣ ଉପରେ ରଖି ଓଜନିଆ ଜିନିଷର ଚାପ ଦିଆଯାଏ । ଦୁଇ ତିନିଦିନ ଏଇଭଳି ରଖାଯିବାପରେ ସେଥିରୁ ଲୋମ ପରିଷ୍କାର କରାଯାଏ । ତା'ପରେ ସେଥିରେ ଉଦ୍ଦିଷ୍ଟ ଚରିତ୍ରର ନକ୍ସା ଅଙ୍କନ କରାଯାଏ । ଅଳଙ୍କରଣ ଓ ପୋଷାକ ପରିଚ୍ଛଦ ନିମନ୍ତେ ଉକ୍ତ କଣ୍ଢେଇରେ ଅନେକ ସୁସଜ୍ଜିତ କ୍ଷୁଦ୍ର ଛିଦ୍ର କରାଯାଏ । ତାହା ମଧ୍ୟଦେଇ ଆଲୋକ ଗତିକରି ଚିତ୍ରକୁ ସ୍ପଷ୍ଟ କରିଥାଏ । ଦେବତାଙ୍କ ଚରିତ୍ର କଣ୍ଢେଇଗୁଡିକ ପାଇଁ ହରିଣ ଚମଡା ଓ ଆସୁରିକ ଚରିତ୍ର ପାଇଁ ସମ୍ବର ଚମଡା ବ୍ୟବହାର କରାଯାଏ । ଗୋଟିଏ ଚରିତ୍ର ପାଇଁ ଅନେକଗୁଡିଏ କଣ୍ଢେଇ ତିଆରି କରାଯାଏ । କାରଣ ଏହି କଣ୍ଢେଇଗୁଡିକର କୌଣସି ଅଙ୍ଗ ପ୍ରତ୍ୟଙ୍ଗ ଚାଲୁ ନଥିବାରୁ ସମ୍ପୂର୍ଣ୍ଣ ରାମାୟଣ ପ୍ରଦର୍ଶନ ନିମନ୍ତେ ପ୍ରାୟ ଏକ ହଜାରରୁ ଅଧିକ ସଂଖ୍ୟାରେ କଣ୍ଢେଇ ତିଆରି କରିବାକୁ ପଡେ । ପ୍ରତି କଣ୍ଢେଇରେ ଗୋଟିଏ ବାଉଁଶ କାଠି ଖଞ୍ଜାଯାଏ । କଣ୍ଢେଇକୁ ଉଭୟ ପାର୍ଶ୍ୱରେ ମଜଭୁତ ସୂତାରେ ବନ୍ଧା ଯାଇଥାଏ । 1
ମଞ୍ଚ ପ୍ରସ୍ତୁତି ଏହି ନାଟକ ପ୍ରଦର୍ଶନ ପାଇଁ ଏକ ଆୟତ ଘନାକାର ମଞ୍ଚ ପ୍ରସ୍ତୁତ କରାଯାଏ । ତାହାର ଦୈର୍ଘ୍ୟ ୧୦ଫୁଟ, ପ୍ରସ୍ଥ ୬ଫୁଟ ଏବଂ ଉଚ୍ଚତା ୬ଫୁଟ ହୋଇଥାଏ । ଏହାର ସମ୍ମୁଖଭାଗ ଉପରକୁ ପ୍ରାୟ ତିନିଫୁଟ ଧଳା ପରଦାରେ ଆବୃତ୍ତ କରାଯାଇଥାଏ । ଏହିଭଳି ନିମ୍ନର ଅର୍ଦ୍ଧଭାଗକୁ ମଧ୍ୟ ୩ଫୁଟକୁ ଏକ ମସିଣା ଏବଂ ଅନ୍ୟ ତିନିପାର୍ଶ୍ୱକୁ କଳା କପଡାଦ୍ୱାରା ଘୋଡାଇ ଦିଆଯାଏ । ମଞ୍ଚ ମଧ୍ୟରେ ଏକ ଆଲୋକ ଉତ୍ସ(୧୦୦ ୱ।ଟ ବଲ୍ବ) ବ୍ୟବହାର କରାଯାଏ । ଏହାର ପ୍ରତିଫଳନରେ ପୁତ୍ତଳିକା ସଞ୍ଚାଳକ ରାବଣ ଛାୟା ପ୍ରଦର୍ଶନ କରିଥାନ୍ତି । ପୂର୍ବରୁ ପାରମ୍ପରିକ ଭାବେ ଜଡତେଳରେ ଦୀପ ଜଳାଯାଇ ଆଲୋକ ସୃଷ୍ଟି କରାଯାଉଥିଲା । 1
ନାଟକ ପ୍ରଦର୍ଶନ ପରିଚାଳନା କଣ୍ଢେଇ ସଞ୍ଚାଳକ କଣ୍ଢେଇକୁ ଲାଗିଥିବା କାଠିକୁ ଧରି ପରଦା ଉପରେ ସାମାନ୍ୟ ଚାପ ଦେଇ କଣ୍ଢେଇଗୁଡିକୁ ଆଲୋକ ସମ୍ମୁଖରେ ସଞ୍ଚାଳନ କରନ୍ତି । ବେଳେବେଳେ ଏକ ସମୟରେ ଏକାଧିକ କଣ୍ଧେଇ ସଞ୍ଚାଳନ କରିବାକୁ ହୋଇଥାଏ ଓ ସେତେବେଳେ ତିନି ଚାରିଜଣ କଣ୍ଢେଇ ସଞ୍ଚାଳନ କରିଥାନ୍ତି । ଅଷ୍ଟାଦଶ ଶତାବ୍ଦୀର ପ୍ରମୁଖ କବି ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣ ଅବଲମ୍ବନ/ଛାୟାରେ ଏହି ରାବଣ ଛାୟା ନାଟକ ପରିବେଷଣ କରାଯାଉଛି । ଏଥିରେ ମୁଖ୍ୟ ଗାୟକ ମଞ୍ଚ ଡାହାଣ ପାର୍ଶ୍ୱରେ ଛିଡାହୋଇ ଖଞ୍ଜଣି ବଜାଇ ଛାନ୍ଦଗୁଡିକୁ ଗାଇବାବେଳେ ତାଙ୍କୁ ଦୁଇ ତିନିଜଣ ପାଳିଆ ସହାୟତା କରିଥାନ୍ତି । ସେମାନେ ଗିନି ଓ ଦାସକାଠିଆ ବାଦନ କରନ୍ତି । ପର୍ଦ୍ଦା ପଛରେ ଥିବା ସଞ୍ଚାଳକମାନେ ସଂଗୀତର ତାଳେତାଳେ କଣ୍ଢେଇ ଚାଳନା କରନ୍ତି । ଏବେ ଏହି ନାଟ୍ୟକଳାରେ 'କାଞ୍ଚି ଅଭିଜାନ', 'କର୍ଣ୍ଣବଧ', 'ଦୁର୍ଜନ ସଙ୍ଗେ କଲେ ବାସ', 'ପ୍ରଣୟ ବଲ୍ଲରୀ', 'ଗାନ୍ଧିଜୀଙ୍କ ସତ୍ୟାଗ୍ରହ', 'ଶିକ୍ଷା ଅଧିନିୟମ-୨୦୦୯' ଆଦି ପ୍ରଦର୍ଶନ କରାଯାଉଛି । 1
The text above is adapted from the Wikipedia article “ରାବଣଛାୟା”, available under the Creative Commons Attribution-ShareAlike 4.0 licence. 1
ରାବଣଛାୟା is recorded in open cultural data. The structured record cited below does not describe the practice, and this entry has not yet been reviewed by a person familiar with the tradition. 2
How many people perform it today?
When is it first attested, and by whom?
What does it look like? No licensed photograph yet.
The Indo-Romani Migration Arc: Thar Desert to Andalusia
Shared lineage: Microtonal vocal laments, percussive zapateado/ghungroo footwork & serpentine arm gestures
Community Custody & Ethics
Do you practise or teach ରାବଣଛାୟା? Correct what is wrong, add what is missing, and cite your source. Every edit is a claim, and every claim needs one.
Connected Kinship, Peer Category & Country Leaderboards
Explore ରାବଣଛାୟା’s relatives, Gharana/lineage peers, and country-wise rankings
India Heritage Peer
Amir Khusrau (1253–1325)
Patiyali & Nizamuddin Dargah, Delhi, India
India Heritage Peer
Nizami Bandhu — Ustad Chand, Shadab & Sohrab Faridi Nizami
Hazrat Nizamuddin Dargah, New Delhi, India
India Heritage Peer
Warsi Brothers — Ustad Nazeer & Naseer Ahmed Khan Warsi
Hyderabad, Telangana (Delhi Lineage), India
India Heritage Peer
Wadali Brothers — Ustad Puranchand & Pyarelal Wadali
Guru Ki Wadali (Amritsar), Punjab, India
India Heritage Peer
Fakir Lalon Shah (c. 1774–1890)
Cheuria (Kushtia) & Nadia, Bengal, India / Bangladesh
India Heritage Peer
Samrat Purna Das Baul (b. 1933)
Birbhum, West Bengal, India
■ Archival Reference Navbox Living Traditions of Dance
10 Languages 🌐
International Archival Abstracts — हिन्दी · தமிழ் · বাংলা · Español · Français · Português · 日本語 · 한국어 · Bahasa Indonesia · العربية ▾ தமிழ் (ta)
ରାବଣଛାୟା — வாழும் கலாச்சார மரபு (உலக ஆவணம்) ରାବଣଛାୟା என்பது Global Archive பகுதியைச் சேர்ந்த பாரம்பரிய நடனம் மற்றும் சடங்கு நாடகம் மரபாகும். folkroom பொது ஆவணக் காப்பகத்தில் (CC BY-SA 4.0) ஆதாரங்களுடன் பதிவு செய்யப்பட்டுள்ளது.