Archival Room Dossier 3 min read · 2 sources
Condition
Not yet sourced Still being documented No source on file assesses this tradition's condition yet. Sourcing Depth
Thinly sourced This page cites 1–4 sources — a start, not yet independent confirmation. Primary Geography Unknown
First Attested Unknown
Practitioners Awaiting cited count
Steward Desk Editorial & Ethnographic Desk
Connected Index & Room Ledger
"ସୁଆଙ୍ଗ." folkroom, https://folkroom.org/art-forms/q56680068, text CC BY-SA, with attribution. Copy cite BibTeX
In this room Dossier Quick Guide Historical Record Sources 2 Atlas & Kin Global Parallels 3 Open Questions 3
Understand in 30 Seconds · In Plain Words
Quick guide to ସୁଆଙ୍ଗ Sourced or Silent · CC BY-SA 4.0 ସୁଆଙ୍ଗ ଓଡ଼ିଶାର ଏକ ପାରମ୍ପରିକ ଲୋକନାଟ ।
01 · What it is
Living Tradition Documented cultural tradition on record; family classification awaits an editor.
02 · Where & name
Geography awaiting source Add a cited source naming the region or community that carries it.
03 · How it is doing
□□□□ (Not yet assessed) Documented in open cultural records, but no cited field assessment of its current vitality has been added here yet.
04 · Proof & reuse
2 cited sources Every claim links to a public record below. Free to quote, teach, and share under CC BY-SA 4.0.
Chapter Takeaways
ନାମକରଣ 'ସୁଆଙ୍ଗ' ଶବ୍ଦଟି ଥଟ୍ଟା ବା ପରିହାସ ଅର୍ଥରେ ବ୍ୟବହାର କରାଯାଏ ।
ପରମ୍ପରା ସୁଆଙ୍ଗ ପରମ୍ପରା କେତେ ବର୍ଷ ପୁରୁଣା ସଠିକ ଭାବେ ନିରୂପଣ ନ କରାଯାଇଥିଲେ ମଧ୍ୟ ଏହା ଅତ୍ୟନ୍ତ ପୁରାତନ ହେବାର ସଙ୍କେତ ରହିଛି ।
ପୁରାତନ ସୁଆଙ୍ଗ ରଚନା ପଞ୍ଚଦଶ ଶତାବ୍ଦୀର ଦୁଇଗୋଟି ସୁଆଙ୍ଗ ଓଡ଼ିଶାରେ ବହୁ ପ୍ରସିଦ୍ଧ ହୋଇଛି ।
ଦେଉଳତୋଳା ସୁଆଙ୍ଗ ଦେଉଳତୋଳା ସୁଆଙ୍ଗରେ ପୁରୀ ବଡ଼ଦେଉଳ ନିର୍ମାଣର କାହାଣୀ ଲେଖାଯାଇଛି ।
Common Questions Answered on Record
What is ସୁଆଙ୍ଗ and what does it mean? ସୁଆଙ୍ଗ ଓଡ଼ିଶାର ଏକ ପାରମ୍ପରିକ ଲୋକନାଟ । Documented cultural tradition on record; family classification awaits an editor.
Where did ସୁଆଙ୍ଗ originate and where is it practised? No verified geographic place has been linked on record yet — editors can add a cited place from the edit page.
Is ସୁଆଙ୍ଗ still practised today and what is its cultural significance? □□□□ (Not yet assessed): Documented in open cultural records, but no cited field assessment of its current vitality has been added here yet. 'ସୁଆଙ୍ଗ' ଶବ୍ଦଟି ଥଟ୍ଟା ବା ପରିହାସ ଅର୍ଥରେ ବ୍ୟବହାର କରାଯାଏ ।
How do I cite or reference ସୁଆଙ୍ଗ in research and Wikipedia? Cite as: "ସୁଆଙ୍ଗ." folkroom, https://folkroom.org/art-forms/q56680068, text CC BY-SA, with attribution.
Share or cite this room No tracking · CC BY-SA 4.0
ସୁଆଙ୍ଗ — folkroom Archival Dossier Canonical URI: https://folkroom.org/art-forms/q56680068 Scan QR code for primary sources, interactive World Atlas coordinates, and CC BY-SA 4.0 citation files (.bib / .ris).
The tradition & historical record 3 min read · 2 sources ସୁଆଙ୍ଗ ଓଡ଼ିଶାର ଏକ ପାରମ୍ପରିକ ଲୋକନାଟ । ପର୍ବପର୍ବାଣିରେ ଲୋକମାନେ ବିଭିନ୍ନ ଦେବାଦେବୀଙ୍କ ଭାବରେ ସାଜ ହୋଇ ଉତ୍ସବ ପାଳନରେ ଭାଗ ନିଅନ୍ତି । ଉଦାହରଣସ୍ୱରୂପ ରାମ, ଲକ୍ଷ୍ମଣ, ପର୍ଶୁରାମ, ରାବଣ, ହନୁମାନ, ମହାଦେବ, ରାଧାକୃଷ୍ଣ, ଯୋଗୀ, ରାକ୍ଷସ ଆଦି ଚରିତ୍ରକୁ ନେଇ ଲୋକେ ବେଶ ଧରିଥାନ୍ତି । ଏହା ସଙ୍ଗେ ସଙ୍ଗେ ସେମାନେ ନୃତ୍ୟଗୀତ ମଧ୍ୟ ପରିବେଷଣ କରିଥାଆନ୍ତି । ଏହି ଚରିତ୍ରମାନଙ୍କ ନାଟକୁ 'ସୁଆଙ୍ଗ' କୁହାଯାଏ । ପୁରାତନ କାଳରେ କେବଳ ଦେବାଦେବୀଙ୍କ ଚରିତ୍ର ସୁଆଙ୍ଗରେ ଅଂଶଗ୍ରହଣ କରୁଥିଲେ, କିନ୍ତୁ ଆଧୁନିକ ଯୁଗ ସହ ଆଜିକାଲି ସୁଆଙ୍ଗରେ ପଶୁପକ୍ଷୀ, ବୁଢ଼ାବର, କଣାବର ଆଦି ହାସ୍ୟରସାତ୍ମକ ଚରିତ୍ର ମଧ୍ୟ ମିଶୁଛନ୍ତି । 1
ନାମକରଣ 'ସୁଆଙ୍ଗ' ଶବ୍ଦଟି ଥଟ୍ଟା ବା ପରିହାସ ଅର୍ଥରେ ବ୍ୟବହାର କରାଯାଏ । ଏହି ଦୃଷ୍ଟିରୁ ନିରୀକ୍ଷଣ କଲେ କୌତୂହଳପ୍ରଦ କୌଣସି ଏକ ଅଭିନୟ ବା ନାଟକୁ ସୁଆଙ୍ଗ ନାମରେ ନାମିତ କରାଯାଏ । ଏହି ଶବ୍ଦଟି ସଂସ୍କୃତ 'ସ୍ୱାଙ୍ଗ'ରୁ ଆସିଅଛି, ଯାହାର ଅର୍ଥ 'ଉତ୍ତମ ପୁରୁଷ' । ଗବେଷକଙ୍କ ଅନୁସାରେ କାଳିଦାସଙ୍କ ମାଳବିକାଗ୍ନିମିତ୍ରର ଧାଡ଼ି 'ସ୍ୱାଙ୍ଗ ସୌଷ୍ଠବାଭିନୟ', ଅର୍ଥାତ୍ ନାଟକୀୟ ଅଭିନୟ ଓ ନୃତ୍ୟରୁ ଏହି ଶବ୍ଦର ଉତ୍ପତ୍ତି ହୋଇଛି । ଏହାକୁ ହିନ୍ଦୀରେ ସ୍ୱାଙ୍ଗ୍, ବଙ୍ଗାଳୀରଏ ସୟାଙ୍ଗ୍ ଓ ମଣିପୁରୀରେ ସୁମାଙ୍ଗ କୁହାଯାଏ । 1
ପରମ୍ପରା ସୁଆଙ୍ଗ ପରମ୍ପରା କେତେ ବର୍ଷ ପୁରୁଣା ସଠିକ ଭାବେ ନିରୂପଣ ନ କରାଯାଇଥିଲେ ମଧ୍ୟ ଏହା ଅତ୍ୟନ୍ତ ପୁରାତନ ହେବାର ସଙ୍କେତ ରହିଛି ।
ପୂର୍ବକାଳର ସୁଆଙ୍ଗ ରଚନାଗୁଡ଼ିକରେ ବିଭାଗୀକରଣ ଆଦୌ ନାହିଁ । ଏଥିରେ ଚରିତ୍ରମାନେ ଗୀତ ମାଧ୍ୟମରେ ବାର୍ତ୍ତାଳାପ କରିଥାଆନ୍ତି ଓ ସମ୍ପୂର୍ଣ୍ଣ କାହାଣୀଟି ଗୀତ ମାଧ୍ୟମରେ କୁହାଯାଏ । ଏହି ସୁଆଙ୍ଗ ରଚନାସବୁ ଆଗକାଳରେ ନାଟକ ନିମନ୍ତେ ଲିଖିତ ହୋଇଥିଲା ନା କେବଳ ଗାୟନ ନିମିତ୍ତ ଲିଖିତ ହୋଇଥିଲା ଏହା ନିର୍ଦ୍ଦିଷ୍ଟ ଭାବେ କହିବା କଷ୍ଟକର । ପରବର୍ତ୍ତୀ କାଳରେ ସୁଆଙ୍ଗରେ ଯାତ୍ରା ଆଦି ଅନ୍ୟାନ୍ୟ କଳାରୁ ନାଟକୀୟତା ପ୍ରବେଶ କଲା । ଏହା ସତ୍ତ୍ୱେ ମଧ୍ୟ ରଚୟିତାମାନେ ପୁରାତନ ସ୍ୱରର ବ୍ୟବହାର ପ୍ରତି ଯତ୍ନବାନ ଥିଲେ ।
ଲୀଳା ଶୈଳୀର ନାଟକ ପରେ ପରେ ସୁଆଙ୍ଗର ବିକାଶ ଘଟିଥିବା ଅନୁମିତ । ଲୀଳାଗୁଡ଼ିକ କେବଳ ରାମାୟଣ ମହାଭାରତ ଆଦିକୁ ନେଇ ଅନୁଷ୍ଠିତ ହେଉଥିଲା । ଏଣୁ ରାମଲୀଳା, କୃଷ୍ଣଲୀଳା ଆଦି ପ୍ରଧାନ ହୋଇ ରହିଥିଲା । ସୁଆଙ୍ଗ ଶୈଳୀରେ ପୌରାଣିକ ଗାଥା ସଙ୍ଗେ ସଙ୍ଗେ ଲୋକଗାଥା ମଧ୍ୟ ସ୍ଥାନ ପାଇଲା । ଲୀଳାରେ ଅଭିନେତାମାନେ ନିଜେ ଗୀତ ବୋଲନ୍ତି ନାହିଁ କିନ୍ତୁ ସୁଆଙ୍ଗ କଳାକାରମାନେ ଅଭିନୟ ସଙ୍ଗେ ସଙ୍ଗେ ନିଜେ ନିଜ ଚରିତ୍ରର ଗୀତ ବୋଲିଥାନ୍ତି ବୋଲି କେତେକ ଗବେଷକଙ୍କ ମତ ରହିଛି । କିନ୍ତୁ ପଞ୍ଚଦଶ ଶତାବ୍ଦୀରେ ଲିଖିତ ତିନିଗୋଟି ପୁରାତନ ସୁଆଙ୍ଗ ଛଡ଼ା ଊନବିଂଶ ଶତାବ୍ଦୀ ଯାଏଁ ଆଉ ବେଶୀ କିଛି ସୁଆଙ୍ଗ ରଚନା ମିଳେ ନାହିଁ । କିନ୍ତୁ ଷୋଡ଼ଶ ଶତାବ୍ଦୀରୁ ନେଇ ବିଂଶ ଶତାବ୍ଦୀ ଯାଏଁ ଲୀଳା ଜାତୀୟ ରଚନା ଯଥେଷ୍ଟ ରହିଛି । ଏହାକୁ ନେଇ କୁହାଯାଏ ଯେ ଲୀଳା ରଚନାର ବାହୁଲ୍ୟ ଯୋଗୁଁ ସୁଆଙ୍ଗ ଅନେକ ସମୟ ପରେ ଯାଇ ଲୋକଙ୍କ ମଧ୍ୟରେ ନିଜ ପୁରାତନ ପ୍ରସିଦ୍ଧି ପୁନର୍ଲାଭ କରିପାରିଲା ।
ଅନ୍ୟ ଗବେଷକଙ୍କ ମତରେ ସୁଆଙ୍ଗ ଲୀଳାଠାରୁ ମଧ୍ୟ ପ୍ରାଚୀନ । ପଞ୍ଚଦଶ ଶତାବ୍ଦୀର ସୁଆଙ୍ଗ ରଚନା ଉଦାହରଣ ରହିଥିବାରୁ ଏହି ଯୁକ୍ତି ବଳିଷ୍ଠ ହୁଏ । କିନ୍ତୁ ପରବର୍ତ୍ତୀ ଚାରି ଶତାବ୍ଦୀ ଧରି କଣ ପାଇଁ ବେଶୀ କିଛି ସୁଆଙ୍ଗ ରଚନା ଦେଖିବାକୁ ମିଳେ ନାହିଁ ତାହା ଆଲୋଚନାର ବିଷୟ । ବଞ୍ଚିଥିବା ଲୋକକଳାରେ ଏହିପରି ବିରାଟ ଫାଙ୍କ ରହିବା ସମ୍ଭବପର ମନେ ହୁଏ ନାହିଁ । ଏଣୁ ସୁଆଙ୍ଗର ବର୍ତ୍ତମାନ ରୂପ ଯେ ଊନବିଂଶ ଶତାବ୍ଦୀରେ ହିଁ ପୁନର୍ଗଠିତ ହୋଇଛି ଏହା ଅଧିକ ବିଶ୍ୱସନୀୟ । 1
ପୁରାତନ ସୁଆଙ୍ଗ ରଚନା ପଞ୍ଚଦଶ ଶତାବ୍ଦୀର ଦୁଇଗୋଟି ସୁଆଙ୍ଗ ଓଡ଼ିଶାରେ ବହୁ ପ୍ରସିଦ୍ଧ ହୋଇଛି । ଏ ଦୁଇଟି ହେଲା ବିପ୍ର ନୀଳାମ୍ବରଙ୍କ ଦେଉଳତୋଳା ସୁଆଙ୍ଗ ଓ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ସୁଆଙ୍ଗ । ଭୀମା ଧୀବରଙ୍କଦ୍ୱାରା ରଚିତ କପଟପାଶା ସୁଆଙ୍ଗରେ ମହାଭାରତର ପଶାଖେଳ ଓ ଦ୍ରୌପଦୀ ବସ୍ତ୍ରହରଣ ବର୍ଣ୍ଣିତ ହୋଇଛି । ପ୍ରଥମ ଦୁଇଟି ସୁଆଙ୍ଗ ଚକୁଳିଆ ପଣ୍ଡା ଓ ନାଥ ଯୋଗୀମାନେ ବୋଲୁଥିବାବେଳେ ତୃତୀୟଟି ପଟୁଆ ନୃତ୍ୟଶିଳ୍ପୀମାନେ ପରମ୍ପରାଗତ ଭାବେ ବୋଲିଥାନ୍ତି । 1
ଦେଉଳତୋଳା ସୁଆଙ୍ଗ ଦେଉଳତୋଳା ସୁଆଙ୍ଗରେ ପୁରୀ ବଡ଼ଦେଉଳ ନିର୍ମାଣର କାହାଣୀ ଲେଖାଯାଇଛି । 1
ଲକ୍ଷ୍ମୀପୁରାଣ ସୁଆଙ୍ଗ ବଳରାମ ଦାସଙ୍କ ରଚିତ ଏହି ସୁଆଙ୍ଗଟିଏ ଏଯାବତ ଓଡ଼ିଶାରେ ପ୍ରଚଳିତ । ମାର୍ଗଶୀର ମାସ ଗୁରୁବାରରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହେବା ପ୍ରଥା ଏହି ସୁଆଙ୍ଗରୁ ହିଁ ଆସିଛି । 1
The text above is adapted from the Wikipedia article “ସୁଆଙ୍ଗ”, available under the Creative Commons Attribution-ShareAlike 4.0 licence. 1
ସୁଆଙ୍ଗ is recorded in open cultural data. The structured record cited below does not describe the practice, and this entry has not yet been reviewed by a person familiar with the tradition. 2
How many people perform it today?
When is it first attested, and by whom?
What does it look like? No licensed photograph yet.
The Indo-Romani Migration Arc: Thar Desert to Andalusia
Shared lineage: Microtonal vocal laments, percussive zapateado/ghungroo footwork & serpentine arm gestures
Community Custody & Ethics
Do you practise or teach ସୁଆଙ୍ଗ? Correct what is wrong, add what is missing, and cite your source. Every edit is a claim, and every claim needs one.
Connected Kinship, Peer Category & Country Leaderboards
Explore ସୁଆଙ୍ଗ’s relatives, Gharana/lineage peers, and country-wise rankings
India Heritage Peer
Amir Khusrau (1253–1325)
Patiyali & Nizamuddin Dargah, Delhi, India
India Heritage Peer
Nizami Bandhu — Ustad Chand, Shadab & Sohrab Faridi Nizami
Hazrat Nizamuddin Dargah, New Delhi, India
India Heritage Peer
Warsi Brothers — Ustad Nazeer & Naseer Ahmed Khan Warsi
Hyderabad, Telangana (Delhi Lineage), India
India Heritage Peer
Wadali Brothers — Ustad Puranchand & Pyarelal Wadali
Guru Ki Wadali (Amritsar), Punjab, India
India Heritage Peer
Fakir Lalon Shah (c. 1774–1890)
Cheuria (Kushtia) & Nadia, Bengal, India / Bangladesh
India Heritage Peer
Samrat Purna Das Baul (b. 1933)
Birbhum, West Bengal, India
■ Archival Reference Navbox Living Traditions of Dance
10 Languages 🌐
International Archival Abstracts — हिन्दी · தமிழ் · বাংলা · Español · Français · Português · 日本語 · 한국어 · Bahasa Indonesia · العربية ▾ தமிழ் (ta)
ସୁଆଙ୍ଗ — வாழும் கலாச்சார மரபு (உலக ஆவணம்) ସୁଆଙ୍ଗ என்பது Global Archive பகுதியைச் சேர்ந்த பாரம்பரிய நடனம் மற்றும் சடங்கு நாடகம் மரபாகும். folkroom பொது ஆவணக் காப்பகத்தில் (CC BY-SA 4.0) ஆதாரங்களுடன் பதிவு செய்யப்பட்டுள்ளது.
한국어 (ko)
ସୁଆଙ୍ଗ — 세계 무형문화유산 아카이브 (세계) ସୁଆଙ୍ଗ은(는) Global Archive 지역에서 전승되는 전통 무용 및 의례 연희 전통입니다. folkroom 공개 아카이브(CC BY-SA 4.0)에 출처와 함께 기록되어 있습니다.